ଚନ୍ଦକାର ୧୩ଟି ସ୍ଥାନରେ ନିଆଁ : ଡମପଡ଼ା ରେଞ୍ଜରେ ସ୍ଥିତି ସାଂଘାତିକ, ୩୫ ଦିନରେ ୫୦ ଥର ଲାଗିଲାଣି

ଭୁବନେଶ୍ବର : କେବଳ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିନି; ଓଡ଼ିଶାର ଅଧିକାଂଶ ଜଙ୍ଗଲ ଏବେ ଜଳୁଛି। କେଉଁଠି ବଡ଼ଧରଣର ବନାଗ୍ନି ହୋଇଛି ତ ଆଉ କେଉଁଠି ଛୋଟ। ତେବେ ଏଥିରୁ ବାଦ୍‌ ପଡ଼ିନି ରାଜଧାନୀକୁ ଲାଗିରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ଏଠାରେ ବି ନିଆଁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଆଜି ଅପରାହ୍ଣ ୧ଟା ୩୦ରୁ ୨ଟା ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ପକ୍ଷରୁ ଦିଆଯାଇଥିବା ତଥ୍ୟ … Continue reading ଚନ୍ଦକାର ୧୩ଟି ସ୍ଥାନରେ ନିଆଁ : ଡମପଡ଼ା ରେଞ୍ଜରେ ସ୍ଥିତି ସାଂଘାତିକ, ୩୫ ଦିନରେ ୫୦ ଥର ଲାଗିଲାଣି